ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସିର ନୂତନ କମିସନର ଭାବେ ଦାୟିତ୍ବ ନେଲେ

ଭୁବନେଶ୍ବର: ନୂଆ ବିଏମ୍‌ସି କମିସନର୍‌ ବିଜୟ ଅମୃତ କୁଲାଙ୍ଗେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବତନ କମିସନର ତଥା ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହ ସେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ସିଇଓ ଦାୟିତ୍ବ ମଧ୍ୟ ନେଇଛନ୍ତି। ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ତାଙ୍କୁ ଭୁବନେଶ୍ବର ମେୟର ସୁଲୋଚନା ଦାସ୍ ସ୍ବାଗତ କରିଥିଲେ। ଏହି ଅବସରରେ କମିସନର ଶ୍ରୀ କୁଲାଙ୍ଗେ … Continue reading ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସିର ନୂତନ କମିସନର ଭାବେ ଦାୟିତ୍ବ ନେଲେ